ଚଳିତ ବର୍ଷ ୭.୫ କୋଟି ବୃକ୍ଷ ରୋପଣ କରିବେ ରାଜ୍ୟ ସରକାର Shaksi News Jun 9, 2025 ଭୁବନେଶ୍ବର ସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନ ଠାରେ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ (୫ ଜୁନ ୨୦୨୫) ମହାସମାରୋହରେ ପାଳନ ହୋଇଯାଇଛି।…