ମହାନଦୀ କଳି: ଭାରତ ମାତାର ଦୁଇଝିଅଙ୍କୁ ମନାଇବେ ସିଂଦେଓ Shaksi News Jul 6, 2023 0 ‘ଦାସେ ଆଇଲେ ମୂଳରୁ ଗାଅ’ ନୀତିରେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ଟିଏସ୍ ସିଂଦେଓ ମହାନଦୀ ଜଳ ବିବାଦ ସମାଧାନ ପ୍ରତି ଗୁରୁତ୍ୱାରୋପ କରିଛନ୍ତି…