ସତ କହିବା ମହାପାପ: ‘୫ ବର୍ଷ ଖଟିବ, ୫୦ ବର୍ଷ ଖାଇବ’ Shaksi News Jan 20, 2024 0 ଭୁବନେଶ୍ୱର: ଟିଉସନ ସାର ଛାତ୍ରକୁ ପଢ଼ାଉଥିଲେ, ମିଛ କହିବା ମହାପାପ । କଥାଟି ଶୁଣି ମୋର ପିଲାଦିନର କଥା ମନେ ପଡ଼ିଗଲା । ମୋ ସାର ମୋତେ…