ଅଭିନେତ୍ରୀ ସ୍ୱରାଙ୍କୁ ହତ୍ୟା ଧମକ Shaksi News Jul 2, 2022 0 ପୁଲିସ ତାଙ୍କ ଅଭିଯୋଗକୁ ଆଧାର କରି ଅଜଣା ଦୁର୍ବୃତ୍ତ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣେ ଅଧିକାରୀ କହିଛନ୍ତି...