ଇଣ୍ଡିଗୋ ଏୟାରଲାଇନ ଅପରେସନ ଗଙ୍ଗାରେ ସାମିଲ ହେବ Shaksi News Mar 1, 2022 0 ନୂଆଦିଲ୍ଲୀ : ୟୁକ୍ରେନ-ରୁଷ ଘୋମାଘୋଟ ଯୁଦ୍ଧ ମଧ୍ୟରେ ଫସି ରହିଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଇଣ୍ଡିଗା ଏୟାରଲାଇନ…
ଫୁଲ ଗଛଗୁଡିକ ଆମେ ଭାବିଥିବା ଠାରୁ ୧୦୦ନିୟୁତ ବର୍ଷ ପୁରୁଣା ହୋଇପାରେ Shaksi News Mar 1, 2022 0 ଫୁଲ ଗଛଗୁଡିକ ହୁଏତ ୨୫୦ ନିୟୁତ ବର୍ଷ ପୂର୍ବେ ବିକଶିତ ହୋଇଥାଇପାରେ, ଏପର୍ଯ୍ୟନ୍ତ ମିଳିଥିବା ସର୍ବ ପୁରାତନ ଜୀବାଶ୍ମ ଫୁଲ ଅପେକ୍ଷା ୧୦୦…
ରାଜ୍ୟରେ ଜାରି ରହିବ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡି Shaksi News Mar 1, 2022 0 ଭୁବନେଶ୍ୱର : ରାଜ୍ୟରେ ଏବେ ଆଗାମୀ କିଛିଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । କିନ୍ତୁ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ…
ରୁଷ-ୟୁକ୍ରେନ ୟୁଦ୍ଧ ପାଇଁ ଅଶୋଧିତ ତୈଳ ଦର ଉପରେ ପ୍ରଭାବ ପଡୁଛି Shaksi News Mar 1, 2022 0 ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଭିତରେ ଯୁଦ୍ଧ ପଞ୍ଜମ ଦିନରେ ପହଞ୍ôଚଛି । ଯାହାର ପ୍ରଭାବ ଅଶୋଧିତ ତୈଳ ଦର ଉପରେ ପଡିଛି । ଅଶୋଧିତ ତୈଳ ଦର…
ପୁଣି ଦେଶକୁ ଡରାଇବ କୋଭିଡର ଚତୁର୍ଥ ଲହର Shaksi News Mar 1, 2022 0 ନୂଆଦିଲ୍ଲୀ : ସାରା ଦେଶରେ କୋଭିଡର ତୃତୀୟ ଲହର ଦ୍ରୁତ ଗତିରେ ହ୍ରାସ ପାଉଥିବାବେଳେ ଏବେ ପୁଣି ଥରେ ଚତୁର୍ଥ ଲହରକୁ ନେଇ ଆତଙ୍କ ସୃଷ୍ଟି…
ମଞ୍ଜି ଧାରଣ କରୁଥିବା ଉଦ୍ଭିଦର ଅଂଶ ପନିପରିବା ଭାବରେ ପରିଗଣିତ Shaksi News Mar 1, 2022 0 ପନିପରିବା ଚାଷ, ପନିପରିବା ଫସଲର ବୃଦ୍ଧି, ମୁଖ୍ୟତ ମାନବ ଖାଦ୍ୟ ଭାବରେ ବ୍ୟବହାର ପାଇଁ । ଏହାର ବ୍ୟାପକ ଅର୍ଥରେ ପନିପରିବା ଶବ୍ଦ ଯେକୌଣସି…
ପୁଟିନ ମୋତେ ହତ୍ୟା କରିବାକୁ ସୈନ୍ୟ ପଠାଇଛନ୍ତି: ୟୁକ୍ରେନ ରାଷ୍ଟ୍ରପତି Shaksi News Mar 1, 2022 0 ନୂଆଦିଲ୍ଲୀ : ୟୁକ୍ରେନ-ରୁଷ ମଧ୍ୟରେ ଘୋମାଘୋଟ ଜାରି ରହିଛି । ଏହାରି ଭିତରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରୁଷ ଉପରେ ଏକ…
ଶ୍ରୁତି ହାସନଙ୍କୁ କରୋନା Shaksi News Mar 1, 2022 0 ମୁମ୍ବାଇ: ବଲିଉଡ ଜଣାଶୁଣା ଅଭିନେତ୍ରୀ ଶ୍ରୁତି ହାସନ କୋରାନା ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ ସୂଚନ ସୂଚନା…
ଦୁନିଆର ସବୁଠୁ ବଡ ଇନଡୋର ମାଛ ଫାର୍ମ Shaksi News Feb 28, 2022 0 ମିସିସିପିର ଇଟା ବେନାରେ ଥିବା ଆମେରିକାର କ୍ୟାଚ୍ କ୍ୟାଟଫିସ୍ ଫାର୍ମରେ ଶ୍ରମିକମାନେ ଚ୍ୟାନେଲ କ୍ୟାଟଫିସ୍ ଅମଳ କରନ୍ତି । ଏହି ଫାର୍ମ ୫୦୦…
ଟି-୨୦ରେ ରୋହିତଙ୍କ କ୍ୟାଚ ରେକର୍ଡ Shaksi News Feb 28, 2022 0 ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ନୂଆ ଅଧିନାୟକ ରୋହିତ ଶର୍ମା ଗୋଟିଏ ପରେ ଗୋଟିଏ ରେକର୍ଡର ଭାଗିଦାରୀ ହେଉଛନ୍ତି । ସେ ପୁଣି ଏକ ରେକର୍ଡ…