ୟୁକ୍ରେନ ନାଗରିକଙ୍କ ପାଇଁ ଦେଶ ଛାଡି ଯିବାରେ ପ୍ରତିବନ୍ଧକ ଲଗାଯାଇଛି Shaksi News Feb 26, 2022 0 ନୂଆଦିଲ୍ଲୀ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚରମ ସୀମାରେ ପହଂଚିଛି । ରୁଷ ସେନା ଚାରି ପଟୁ ଘେରି ଆକ୍ରମଣ କରିବାରେ ଲାଗିଛି ।…