ମହାପ୍ରୟାଣ ଗାଡି ନମିଳିବାରୁ ପତ୍ନୀର ଶବକୁ ଟ୍ରଲିରେ ବୋହିଲେ ସ୍ୱାମୀ

ବାଲେଶ୍ୱର, , (ଏସ୍‌ ନ୍ୟୁଜ): ଟ୍ରଲିରେ ବୁହା ହେଲା ଶବ । ମହାପ୍ରୟାଣ ଗାଡି ନମିଳିବାରୁ ବାଧ୍ୟହୋଇ ନିଜ ପତ୍ନୀର ଶବକୁ ଟ୍ରଲିରେ ବୋହିଲେ ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଶାଳିକୋଠା ଗାଁରେ ।