ପ୍ରି ସ୍କଲୁରୁ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ର, ଶିକ୍ଷକ ଓ ଶିକ୍ଷାୟତନ ବିକାଶ ପାଇଁ ଐତିହାସିକ ପଦକ୍ଷେପ- ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର/ନୂଆଦଲ୍ଲିୀ(ଏସ୍ ନ୍ୟୁଜ): ଭୁବନେଶ୍ୱର/ନୂଆଦଲ୍ଲିୀ(ଏସ୍ ନ୍ୟୁଜ): ଦେଶର ସମଗ୍ର ଶିକ୍ଷା ଯୋଜନା ୨.୦କୁ କ୍ୟାବିନେଟ ମଞ୍ଜରୁୀ ମିଳିଛି । ୨,୯୪,୨୮୩.୦୪ ନକାଟି ଟଙ୍କାର ନ ାଜୋନର ନକନ୍ଦ୍ରର ଅଂଶ ରହିବ ୧,୮୫,୩୯୮.୩୨ ନକାଟି । ଏପ୍ରିଲ ୧, ୨୦୨୧ରୁ ୩୧ ମାର୍ଚ୍ଚ ୨୦୨୬ ପ ଚୟନ୍ତ ୫ ବର୍ଚ ଧରି ଏହା କା ଚୟକାରୀ ନହବ । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟରେ ସ୍କଲୁ ଶକ୍ଷି କ୍ଷେତ୍ରରେ ଐତିହାସିକ ନିଷ୍ପତି ନିଆଯାଇଛି । ଏ ସମ୍ବନ୍ଧରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଶ୍ରୀ ପ୍ରଧାନ କହିଛନ୍ତି ଯେ , ସ୍କଲୁ ଶିକ୍ଷା କ୍ଷେତ୍ରରେ ଆରମ୍ଭ ହେବ ନୂଆ ଯୁଗ । ପ୍ରିସ୍କଲୁରୁ ଦ୍ୱାଦଶ ନଶ୍ରଣୀପ ଚୟନ୍ତ ଏହି ନ ାଜୋନର ନହନବ ସାମିଲ୍ । ସାବଚଜେୀେ ଶକ୍ଷି ା ସହତି ସ୍କଲୁର ଭିତ୍ତଭିୂମିଓ ପିଲାମାନେ ନକମିତିସ୍କଲୁ ଛାଡି ିନବ ୋହିଁଏହା ଉପନର ରହବି ଗୁରୁତ୍ୱ । ଲିଙ୍ଗଗତ ବନିଭଦ ଦୂର, ଉନ୍ନତ ମାେ ଓେ ବସଜୃ େ ଶକ୍ଷିକ ଦରମାନର ସହାୟତା ଡଜିଟିାଲ ବକିାଶ, ଶକ୍ଷିା ଅଧିକାରନର ୟୁେଫି ମଚଓ ପାଠ୍ୟପୁସ୍ତକ, ଧନ୍ଧାମୂଳକ ଶକ୍ଷି ା, କ୍ରୀଡା ଓ ଶାରୀରକି ଶକ୍ଷିା, ଶକ୍ଷିକ ଶକ୍ଷିା ଉପନର ଏହିନ ାଜୋନର ରହବି ସବୁଠ୍ୁଅଧିକ ଗୁରୁତ୍ୱ ।
ସରକାରୀ ସ୍କଲୁ ନର ବିଆରମ୍ଭ ନହବ ନପେସ୍କଲୁ । ାହାଦ୍ୱାରା ନଦଶନର ସ୍କଲୁ ଶକ୍ଷିା ନକ୍ଷତ୍ରନର େୂ ଆ ୁଗର ଆରମ୍ଭ ନହବ । ପ୍ରାଥମିକ ଶକ୍ଷି ାକୁସୁଦୃଢ କରବିା ଦଗିନର ନଦଶର ପ୍ରଧାେମନ୍ତ୍ରୀ େନରନ୍ଦ୍ର ନମାଦିଗୁରୁତ୍ୱ ନଦଇ ଆସୁଥିବା ନବନଳ ଏହିେଷ୍ପିତ୍ତିପ୍ରଧାେମନ୍ତ୍ରୀ େନରନ୍ଦ୍ର ନମାଦଙ୍କି ଶକ୍ଷି ା ନକ୍ଷତ୍ରନର ଥିବା ଦୂରଦୃଷ୍ଟିକୁ ସଠ୍ିକ୍ ଭାନବ କ୍ରିୟାେିବତ କରିବାନର ବଡ ସହାୟକ ନହବ ନବାଲି ନସ କହିଛନ୍ତି । ଶିକ୍ଷା ପାଇଁ େିରନ୍ତର ବିକାଶ ନ ାଜୋ ବା ଏସଡିଜି-୪ ଲକ୍ଷୟ େୂଆ ଶକ୍ଷି ାେୀତ-ି୨୦୨୦ର ଅନ୍ତଭୁଚକ୍ତିକରଣ ଏବଂ ସ୍କଲୁ ଶକ୍ଷି ା ନକ୍ଷତ୍ରନର ସମସ୍ତଙ୍କୁଉର୍ଚ୍ମାେର ଶକ୍ଷି ା ପ୍ରଦାେ କରବିାନର ସଫଳ ନହବ । ବଭିିନ୍ନ ପଷ୍ଠୃ ଭୂମିରୁଆସୁଥିବା ସବୁ ନଶ୍ରଣୀର ପିଲାମାେଙ୍କୁଉପ ୁକ୍ତ ନଶ୍ରଣୀଗହୃ ଶକ୍ଷା ନଦବା ସମଗ୍ରଶିକ୍ଷା ି -୨.୦ର ଉନେଶୟ ନବାଲି ନସକହିଛନ୍ତି ।
ଶ୍ରୀ ପ୍ରଧାେ ଆହୁରିକହଛିନ୍ତିବବିଧି ଭାର୍ା ଓ ବଭିିନ୍ନ କ୍ଷମତା ପଷ୍ଠୃ ଭୂମିର ପିଲାମାେଙ୍କୁନଶ୍ରଣୀଗହୃ ଶକ୍ଷିା ପକ୍ରିୟାନର କପିରିସକ୍ରିୟ କରା ିବ ଏହିନ ାଜୋ ଏହାକୁସଫଳ କରବିା ପାଇଁଉଦଷ୍ଟି ।
ଏହି ନ ାଜୋନର ମାଷ୍ଟର ନେେର ମାେଙ୍କର ଉପ ୁକ୍ତ ତାଲିମ, ଅଙ୍ଗେବାଡିକମଚୀ ମାେଙ୍କର ବନିଶର୍ତାଲିମ ପାଇଁସ୍ୱତନ୍ତ୍ର ବୟବସ୍ଥା କରା ାଇଛି। ସରକାରୀ ସ୍କଲୁ ନର ପିଲା ମୁଣ୍ଡପିଛା ୫୦୦ ଟଙ୍କା ବୟୟନରଶିକ୍ଷା ଉପକରଣ ନ ାଗାଇ ନଦବାର ପ୍ରି-ପ୍ରାଇନମରୀ ଛାତ୍ରଛାତ୍ରୀଙ୍କ ପାଇଁ ବୟବସ୍ଥା କରା ାଇଛି ନବାଲି ଶ୍ରୀପ୍ରଧାେ କହିଛନ୍ତି ।
ଶ୍ରୀ ପ୍ରଧାେ କହିଛନ୍ତିନ , ତୃତୀୟରୁ ପଚମ ମ ନଶ୍ରଣୀ ମଧ୍ୟନର ଛାତ୍ରଛାତ୍ରୀ ନ ପରିପଢବିା ନଲବାବା ଓ ହସିାବ କରପିାରନିବ ନସଥିପାଇଁଛାତ୍ର ମୁଣ୍ଡପିଛା ୫୦୦ ଟଙ୍କା ଏବଂ ଶକ୍ଷିକ ମାେଙ୍କ ପାଇଁମୁଣ୍ଡପିଛା ୧୫୦ ଟଙ୍କାର ଟଚିର ମାେୁୟଆଲ୍ ନ ାଗାଇ ଦଆି ିବ । ପ୍ରତିଜଲ୍ଲିାନର ଏହା ସଫଳ ରୂପାୟେ ନହାଇଛିକିୋହିଁ ଏହାର ମୂଲୟାଙ୍କେ ପାଇଁଜଲ୍ଲିା ପିଛା ୧୦ରୁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରା ିବ । ସ୍କଲୁ ଗୁଡକିର ଭିତ୍ତଭିୂମି ସୁଦୃଢ କରବିା ଉପନର ଗୁରୁତ୍ୱ ଦଆି ାଇଛି। ମାଧ୍ୟମିକ ଶକ୍ଷି ା ପ ଚନ୍ତ ଛାତ୍ରଛାତ୍ରୀଙ୍କ ାତାୟତ ପାଇଁବାର୍ିକ ମୁଣ୍ଡପିଛା ପ ଚନ୍ତ ୬ ହଜାର ଟଙ୍କାର ବୟବସ୍ଥା କରା ାଇଛି। ସ୍କଲୁ ବାହାନର ଥିବା ୬ରୁ ୧୯ ବର୍ଚର
ଅେୁସୂଚତି ଜାତିଓ ଜେଜାତରି ପିଲାମାେଙ୍କ ପାଇଁ ବନିଶର୍ ଅଥ, ନଖଳ ପାଇଁ ବିନଶର୍ ନ ାଜୋ ଚକରା ାଇଛି ।
ସ୍କଲୁର ଛାତ୍ରଛାତ୍ରୀମାନେ କଛିଦିେି ନ ମିତିବେିାବୟାଗନର ଆସିସ୍ଥାେୀୟ ହସ୍ତକଳା ଇତୟାଦି କାରିଗର ମାେଙ୍କ ଠ୍ାରୁ ଶକ୍ଷି ାଗ୍ରହଣ କରପିାରନିବ ନସଥିପାଇେଁୂଆ ଚନ୍ତିେ ଆରମ୍ଭ କରା ାଇଛି। ଛାତ୍ରୀେିବାସ ମାେଙ୍କ ପାଇଁଆଥକି ସୁବଧିା, ଛାତ୍ରୀମାେଙ୍କ ପାଇଁରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ପ୍ରଶକ୍ଷିଣ ପାଇଁମୁଣ୍ଡପିଛା ଖର୍ଚ୍ଚ୩ ହଜାର ଟଙ୍କାରୁ୫ ହଜାର ଟଙ୍କାକୁବୃଦ୍ଧିକରା ାଇଛିନବାଲିଶ୍ରୀ ପ୍ରଧାେ କହଛିନ୍ତି।
ଛାତ୍ରଛାତ୍ରୀ ମାନେ ନ ଉଁ ଆଥିକ ସହାୟତା ପାଇନବ ତାହା ଡିବିଟି ମାଧ୍ୟମନର ବୟାଙ୍କ ଖାତାନର କମ୍ସ ମୟନର ପହଚମ ା ିବାର ବୟବସ୍ଥା କରା ାଇଛି। ଏହିବୟବସ୍ଥାନର ବର୍ଚକୁ୨୦ ପ୍ରତଶିତ ହସିାବନର ୫ ବର୍ଚନର ଶତପ୍ରତଶିତ ସ୍କଲୁର ନସାସଆି ଲ୍ ଅଡଟ୍ି ବୟବସ୍ଥା କରା ାଇଥିବା ଶ୍ରୀ ପ୍ରଧାେ ସୂଚୋ ନଦଇଛନ୍ତି।
ଏହାସହ ଏହି ଯୋଜନା କେନ୍ଦ୍ର ଶିକ୍ଷାମନ୍ତ୍ରଣାଳୟ ରାଜୟମାେଙ୍କର ନଗାଟିଏ କ୍ରିୟାେବୟେ ସଂସ୍ଥା ମାଧ୍ୟମନର ଏହାକୁସଫଳ କରପିାରବି ତାହାର ସୂଚୋ ନଦଇଛନ୍ତିନକନ୍ଦ୍ରମନ୍ତ୍ରୀ ଧନମଚନ୍ଦ୍ର ପ୍ରଧାେ । ଏହାର କ୍ରିୟାେବୟେ କଣକଣ ସୁଫଳ ଆଣିବ ଓ ବନିଶର୍ ଭାବନର ସମାଜର ବଚମ ତି ବଗକଚ ୁଅଧିକ ସହାୟକ ନହାଇପାରବି ଓ ରାଜୟ ତଥା ନକନ୍ଦ୍ରଶାସତି ଅଚମ ଳକୁସହାୟତାର ହାତ ବଢାଯାଇପାରବି ଏହି ନୀତି ଅଧିକ ଗୁରୁତ୍ୱ ଦଉଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।