ବଜ୍ରପାତରେ ଯୁବକଙ୍କ ଜୀବନ ଗଲା By Shaksi News Last updated Aug 13, 2021 0 ସାନଖେମୁଣ୍ଡି, (ଏସ୍ ନ୍ୟୁଜ): ଜମିରେ ଧାନ ରୁଆ କାମରେ ଲାଗିଥିବା ବେଳେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣଙ୍କ ହେଲେ ଦିଗପହଣ୍ଡି ବ୍ଲକ୍ ଚୌଧୁରୀ ଟିକରପଡ଼ା ଗ୍ରାମର ପବିତ୍ର ପ୍ରଧାନ (୧୮) । Continue Reading state 0 Share