କଟକ,(ଏସ୍ ନ୍ୟୁଜ୍): ଜିଏସ୍ଟି ଆଦାୟରେ ରେକର୍ଡ କରିଛି ରାଜ୍ୟ । ଅକ୍ଟୋବରରେ ଆଦାୟ ହୋଇଥିବା ଟ୍ୟାକ୍ସରେ ଗତବର୍ଷ ଅପେକ୍ଷା ୪୯ ପ୍ରତିଶତ ବୃଦ୍ଧି ହୋଇଛି । ୨୦୨୦ ଅକ୍ଟୋବର ମାସରେ ୨୪୨୮ କୋଟି ଟଙ୍କା ଆଦାୟ ହୋଇଥିଲା । ହେଲେ ଚଳିତ ଅକ୍ଟୋବରରେ ଏହା ୪୯ ପ୍ରତିଶତ ବୃଦ୍ଧି ପାଇଁ ୩୫୯୪.୩୪ କୋଟିରେ ପହଞ୍ଚିଛି । ଯାହା ଏକ ରେକର୍ଡ । ଏନେଇ କଟକ ବାଣିଜ୍ୟ କର କମିଶନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।