ଟିକାକରଣ ନୀତିକୁ ନେଇ ଏନଆଇବିର ପ୍ରତିକ୍ରିୟା

ନୂଆଦିଲ୍ଲୀ: କୋଭିଡ-୧୯ ସଂକ୍ରମଣର ନୂଆ ଓମିକ୍ରନ ଭ୍ୟାରିଏଣ୍ଟର କୋଭିସିଲ୍ଡ, କୋଭାକ୍ସିନ ଓ ଦୁଇଟି ମିଶ୍ରଣର ଡୋଜ ନେଇଥିବା ଲୋକଙ୍କଠାରେ ଆଣ୍ଟିବଡି ୬ ମାସ ପରେ ଘଟିଥାଏ । ଏଥିପାଇଁ ଟିକାକରଣ ରଣନୀତିରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି । ଏନେଇ ଏନଆଇବି ପୁଣେର ଅଧ୍ୟକ୍ଷ ଏହି ସଙ୍କେତ ଦେଇଛନ୍ତି । ଏନଆଇବି ବୈଜ୍ଞାନିକ ଡା. ପ୍ରଜ୍ଞା ଯାଦବ କହିଛନ୍ତି ଯେ ଡେଲ୍ଟା ଓ ଅନ୍ୟ ଚିନ୍ତାଜନକ ଭ୍ୟାରିଏଣ୍ଟ ମାମଲାରେ ପ୍ରଥମ ଡୋଜ କୋଭିସିଲ୍ଡ ଓ ଦ୍ୱିତୀୟ ଡୋଜ କୋଭିସିଲ୍ଡ ଦେବା ପରେ ଭଲ ରେଜଲ୍ଟ ଦେଖିବାକୁ ମିଳିଛି