ଯାତ୍ରୀମାନଙ୍କ ପାଇଁ ସଂଯୋଗ ବ୍ୟବସ୍ଥାରେ ଉନ୍ନତି

ଭୁବନେଶ୍ୱର,୧୧/୪: ଯାତ୍ରୀମାନଙ୍କ ପାଇଁ ସଂଯୋଗ ବ୍ୟବସ୍ଥାରେ ଉନ୍ନତି ଆଣି@OSRTC_Odishaବ୍ରହ୍ମପୁରଠାରୁ ଗଣିଆ ପର୍ଯ୍ୟନ୍ତ ଏକ ନୂତନ ନନ୍-ଏସି ଡିଲକ୍ସ ସେବା ୨୦୨୨ ଏପ୍ରିଲ ୧୨ରୁ ଶୁଭାରମ୍ଭ କରୁଛି। ଟିକେଟ ବୁକିଙ୍ଗ କାଉଣ୍ଟର, ଓଏସଆରଟିସି ଆପ୍ ଏବଂ ଅନ୍ୟ ଅନଲାଇନ ପ୍ଲାଟଫର୍ମରେ ଉପଲବ୍ଧ ହେଉଛି।