କିଡନୀ ଓ ସ୍କର୍ଭି ରୋଗୀଙ୍କ ପାଇଁ ବେଲ ବେଶ ଉପଯୋଗୀ By Shaksi News Last updated Apr 16, 2022 0 ବେଲରେ ଭିଟାମିନ୍ ସି, ଟେନିନ, କ୍ୟାଲସିୟମ, ଫସଫରସ, ଫାଇବର, ପ୍ରୋଟିନ ଏବଂ ଆଇରନ୍ ପରି ପୋଷକ ତତ୍ତ୍ୱ ରହିଛି। ଆହୁରି ପଢ଼ନ୍ତୁ... ଗଂଜାମ ଜିଲ୍ଲା ଧରାକୋଟ… Oct 3, 2026 ନଭେମ୍ବର ସୁଦ୍ଧା… Oct 3, 2026 ବିଭିନ୍ନ ସଂରକ୍ଷଣ ପଦକ୍ଷେପ,… Oct 3, 2026 ଖୋର୍ଦ୍ଧା ଜିଲ୍ଲା ଓ ଚିଲିକା… Oct 3, 2026 ପାଚିଲା ବେଲ ଖାଇବା ଦ୍ୱାରା ପେଟ ଥଣ୍ଡା ରହିବା ସହ ଖାଦ୍ୟ ହଜମ ପ୍ରକ୍ରିୟା ସହଜ ହୁଏ। କିଡନୀ ଓ ସ୍କର୍ଭି ରୋଗୀଙ୍କ ପାଇଁ ବେଲ ବେଶ ଉପଯୋଗୀ। Continue Reading Bellhealth tips 0 Share