କେଉଁ ଭିଟାମିନ ଅଭାବରୁ କମିଯାଇଥାଏ ଆପଣଙ୍କର ସ୍ମୃତିଶକ୍ତି

ସୁସ୍ଥ ରହିବା ପାଇଁ ଜୀବନଶୈଳୀକୁ ଠିକ ରଖିବା ସହ ଖାଇବା ପିଇବା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବାର..

ସୁସ୍ଥ ରହିବା ପାଇଁ ଜୀବନଶୈଳୀକୁ ଠିକ ରଖିବା ସହ ଖାଇବା ପିଇବା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଯଦି ଆପଣ ଦୈନିକ ଖାଉଥିବା ଖାଦ୍ୟରୁ ପର୍ଯ୍ୟପ୍ତ ପରିମାଣର ଭିଟାମିନ ମିଳୁଛି ତେବେ ଆପଣଙ୍କ ଶରୀର ଦୀର୍ଘ ସମୟ ପର୍ଯ୍ୟନ୍ତ ରୋଗ ସହିତ ଲଢିପାରିଥାଏ । ଭିଟାମିନ ‘ସି’ ‘ଇ’ ଓ ‘କେ’ ଭଳି ଶରୀର ପାଇଁ ଭିଟାମିନ-ବି୧୨ ର ପର୍ଯ୍ୟାପ୍ତ ଆବଶ୍ୟକତା ରହିଛି ।