କିଡନୀ ଓ ସ୍କର୍ଭି ରୋଗୀଙ୍କ ପାଇଁ ବେଲ ବେଶ ଉପଯୋଗୀ

ବେଲରେ ଭିଟାମିନ୍ ସି, ଟେନିନ, କ୍ୟାଲସିୟମ, ଫସଫରସ, ଫାଇବର, ପ୍ରୋଟିନ ଏବଂ ଆଇରନ୍ ପରି ପୋଷକ ତତ୍ତ୍ୱ ରହିଛି।

ପାଚିଲା ବେଲ ଖାଇବା ଦ୍ୱାରା ପେଟ ଥଣ୍ଡା ରହିବା ସହ ଖାଦ୍ୟ ହଜମ ପ୍ରକ୍ରିୟା ସହଜ ହୁଏ।

କିଡନୀ ଓ ସ୍କର୍ଭି ରୋଗୀଙ୍କ ପାଇଁ ବେଲ ବେଶ ଉପଯୋଗୀ।