କେନ୍ଦୁଝର,(ସାକ୍ସୀ ନ୍ୟୁଜ୍): ଜିଲ୍ଲା ସାହାରପଡା ଫୋରେଷ୍ଟ ସେକ୍ସନ ଗୋରାଣ୍ଡିଯୋଡ଼ି ବିଟ ଅନ୍ତର୍ଗତ ତଣ୍ଡ ଗ୍ରାମର ଦେବାଶିଷ ମହାନ୍ତ ଙ୍କ ଘରକୁ ଏକ ଗୋଖୁର ସାପ ଖାଦ୍ୟ ଅନ୍ୱେଷଣରେ ପଶି ଆସିଥିଲା l
ପରିବାର ଲୋକେ ଦେଖି ସାହାରପଡା ବନପାଳଙ୍କୁ ଖବର ଦେଇଥିଲେ ଖବର ପାଇ ବନ କର୍ମଚାରୀ ପହଞ୍ଚି ରୋଷେଇ ଘର କୋଠରୀ ରୁ ବିଷାକ୍ତ ସାପ ଟିକୁ ଉଦ୍ଧାର କରି ସାହାରପଡା ଜଙ୍ଗଲରେ ଛାଡିଥିବା ସୂଚନା ମିଳିଛି ।