ଭାରତ-ପାକ ସୀମାରେ ବାଟାଲିଅନ କମାଣ୍ଡର ସ୍ତରୀୟ ବୈଠକ

ଏହି ବୈଠକରେ ଅଂଶଗ୍ରହଣ କରି ସୀମା ସୁରକ୍ଷା ସହ ଜଡ଼ିତ ଆଲୋଚନା କରିଥିଲେ…

ନୂଆଦିଲ୍ଲୀ : ଭାରତ-ପାକିସ୍ଥାନ ସୀମାରେ ଅବସ୍ଥିତ ବାଡ଼ମେର ମୁନାବାଓରେ ଉଭୟ ଦେଶର ବାଟାଲିୟନ କମାଣ୍ଡର ସ୍ତରର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବାରମ୍ବାର ସେକ୍ଟରର ବିଏସଏଫ ବାଟାଲିଅନ କମାଣ୍ଡର ଏବଂ ପାକିସ୍ଥାନ ରେଂଜର୍ସର ୱିଙ୍ଗ କମାଣ୍ଡରମାନେ ଏହି ବୈଠକରେ ଅଂଶଗ୍ରହଣ କରି ସୀମା ସୁରକ୍ଷା ସହ ଜଡ଼ିତ ଆଲୋଚନା କରିଥିଲେ ।