ମୁମ୍ବାଇ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ସିନେମା ଗୁଡ଼ିକର ଲମ୍ବା ଲାଇନରେ ରହିଛି । କିନ୍ତୁ ଏ ସବୁ ଖବର ଭିତରେ ଏକ ଖବର ସାମ୍ନାକୁ ଆସିଛି । ସଲମାନ ଖାନ ପୁଣିଥରେ ଦବଙ୍ଗ୍ ୪ ନେଇ ଆସୁଛନ୍ତି । ଦବଙ୍ଗ୍ ୪ ରେ ନିଜର ପର୍ଫମାନ୍ସ ବଜାୟ ରଖିବାକୁ ପୁରା ପ୍ରସ୍ତୁତ ଅଛନ୍ତି ସଲମାନ । ରିପୋର୍ଟ ଅନୁଯାୟୀ ତିଗ୍ମାଂସୁ ଧୁଲିଆ ଏହାର ନିର୍ଦ୍ଦେଶନା ଦାୟିତ୍ୱ ମଧ୍ୟ ତୁଲାଇବେ ।