ଚର୍ଚ୍ଚାରେ ତାପସୀଙ୍କ ଅନ୍ତରଙ୍ଗ ଦୃଶ୍ୟ

ଗାଲିଚା ଉପରେ ଶୋଇପଡ଼ି ଯେତେବେଳେ ତାପସୀ ବିକ୍ରାନ୍ତଙ୍କୁ ନିଜ ଛାତି ଉପରକୁ ଭିଡ଼ିଆଣିଲେ…

ମୁମ୍ବାଇ: ନୂଆ ଚଳଚ୍ଚ଼ିତ୍ର ‘ହସିନ ଦିଲରୁବା’ରେ ପ୍ରେମ ତ ରହିଛି ହେଲେ ଏହା ଏତେ ଅନ୍ତରଙ୍ଗ ହେବ ବୋଲି କିଏ ଜାଣିଥିଲା । ନିର୍ଦ୍ଦେଶକଙ୍କ କହିବା ମୁତାବକ ପ୍ରେମିକ ବିକ୍ରାନ୍ତ ମେସି ଯେତେବେଳେ ପ୍ରେମିକା ତାପସୀଙ୍କ ନିକଟତର ହେଇଥିଲେ, ସେତେବେଳେ କେବଳ ଭାବପ୍ରବଣତା ହିଁ ଥିଲା । ନିଜକୁ ଆୟତ୍ତ କରିବାର ଉପାୟ ନଥିଲା । ଗାଲିଚା ଉପରେ ଶୋଇପଡ଼ି ଯେତେବେଳେ ତାପସୀ ବିକ୍ରାନ୍ତଙ୍କୁ ନିଜ ଛାତି ଉପରକୁ ଭିଡ଼ିଆଣିଲେ, ସେତେବେଳେ ବିଚରା ବିକ୍ରାନ୍ତ ଡରି ଯାଇଥିଲେ । ବିକ୍ରାନ୍ତ କହିଛନ୍ତି, ବୋଧହୁଏ ଏଭଳି ଅନ୍ତରଙ୍ଗ ଦୃଶ୍ୟ ଆଗରୁ କାହାକୁ ନେଇ ହେଇ ନଥିବ । ଖାଲି ସେତିକି ନୁହେଁ, ତାପସୀଙ୍କ ସହଯୋଗକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ବିକ୍ରାନ୍ତ ।

ପାଖାପାଖି ପାଞ୍ଚ ମିନିଟ ପର୍ଯ୍ୟନ୍ତ ନିଜ ବାହୁବନ୍ଧନରେ ରଖି ତାପସୀରେ ଧେର୍ଯ୍ୟ ଧରିପାରିଲେ, ତାହାକୁ ତାରିଫ କରିଛନ୍ତି ବିକ୍ରାନ୍ତ । ୟୁନିଟ ମେମ୍ବର ଟିକେ ଅଲଗା ଦୃଷ୍ଟିରେ ବିକ୍ରାନ୍ତଙ୍କୁ ନଜର ପକେଇବାରୁ ବିକ୍ରାନ୍ତି ଚିଇଙ୍କି ଉଠିଥିଲେ ଏବଂ କହିଥିଲେ । କିନ୍ତୁ ପାଞ୍ଚ ମିନିଟରୁ ଆଉ ଅଧିକ ସମୟ ହୁଏତ ତାପସୀଙ୍କ ସହ ଏଭଳି ମୁଦ୍ରାରେ ମୁଁ ରହିପାରି ନଥାନ୍ତି । କେବଳ ତାପସୀ ହସୁଥିଲେ ବୋଲି ଏହା ସମ୍ଭବ ହେଲା