କୋଲକାତା : ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଳିଙ୍କ ମା ନିରୁପା ଗାଙ୍ଗୁଲି କରୋନା ପଜିଟିଭ ହୋଇଛନ୍ତି । ତାଙ୍କୁ ଦକ୍ଷିଣ କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହା ପୂର୍ବରୁ ଯେତେବେଳେ ସୌରଭ ଗାଙ୍ଗୁଲିଙ୍କୁ ହାର୍ଟ ଆଟାକ ଆସିଥିଲା, ସେତେବେ ତାଙ୍କୁ ମଧ୍ୟ ଏହି ହସ୍ପିଟାଲରେ ଭର୍ତି କରାଯାଇଥିଲା ।