ବୋଲ୍ଡ ଫଟୋ ସୁଟ୍‌ରେ ନିଆଁ ଲଗାଇଲେ ନିଆ ଶର୍ମା

ସେପଟେ ନିଆଙ୍କୁ ଫଟୋକୁ ନେଇ କିଏ ପ୍ରଂଶସା କରୁଥିବା ବେଳେ ଆଉ କିଏ ସମାଲୋଚନା କରୁଛନ୍ତି….

ମୁମ୍ବାଇ : ଟିଭି ଇଣ୍ଟଷ୍ଟ୍ରିରେ ଚର୍ଚ୍ଚିତ ଚେହେରା ନିଆ ଶର୍ମାଙ୍କ ଜଲୱା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କାର୍‌ ଭିତରେ କଲେ ବୋଲ୍ଡ ଫଟୋ ସୁଟ କରି ଚର୍ଚ୍ଚାରେ ରହିଛନ୍ତି । ଆଉ ଏବେ ନିଆ ନିଜ ସୋସିଆଲ ଆକାଉଣ୍ଟରେ ଏକ ବୋଲ୍ଡ ଫଟୋ ପୋଷ୍ଟ କରିଛନ୍ତି । ଫଟୋ କ୍ୟାପସନରେ ‘ଇନ ଦ କାର’ ବୋଲି ଲେଖାଯାଇଛି । ସେପଟେ ନିଆଙ୍କୁ ଫଟୋକୁ ନେଇ କିଏ ପ୍ରଂଶସା କରୁଥିବା ବେଳେ ଆଉ କିଏ ସମାଲୋଚନା କରୁଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୦ରେ ଷ୍ଟାର ପ୍ଲସରେ ଆରମ୍ଭ ହୋଇଥିବା ସିରିୟଲ କାଲି-ଏକ ଅଗ୍ନିପରୀକ୍ଷା ଜରିଆରେ ଟିଭି ଜଗତରେ ପାଦ ଦେଇଥିଲେ ନିଆଁ ଶର୍ମା ।