ବିଶ୍ୱର ୪ର୍ଥ ଧନୀବ୍ୟକ୍ତି ଗୌତମ ଆଦାନି

ଫୋର୍ବର ରିଅଲ ଟାଇମ ସୂଚୀ ଅନୁଯାୟୀ ଭାରତର ….

ନୂଆଦିଲ୍ଲୀ: ଫୋର୍ବର ରିଅଲ ଟାଇମ ସୂଚୀ ଅନୁଯାୟୀ ଭାରତର ଗୌତମ ଆଦାନୀ ୧୧୨.୬ ଆରବ ଡଲାରର ନେଟ ମୂଲ୍ୟ ଅନୁଯାୟୀ ଟପ ଟେନ ବିଲିୟନ ସୂଚୀରେ ଏକ ପାଦ ଆଗକୁ ବଢ଼ି ୪ ନମ୍ବର ସ୍ଥାନରେ ପହଞ୍ôଚଛନ୍ତି । ସେ ବର୍ତ୍ତମାନ ବିଶ୍ୱର ୪ର୍ଥ ସବୁଠାରୁ ଧନୀ ବ୍ୟକ୍ତି ଅଟନ୍ତି ।