ଓଟିଟିରେ ‘ଡ୍ରାଲିଙ୍ଗ୍ସ’

ଏକ ଗୀତ ଏପର୍ଯ୍ୟନ୍ତ ୟୁଟ୍ୟୁବରେ ୩ ମିଲିୟନରୁ ଅଧିକ ଭ୍ୟୁ ପାଇଛି…

ମୁମ୍ବାଇ : ଆଲିଆ ଭଟ୍ଟ-ଶେଫାଳି ଶାହାଙ୍କ ଅଭିନୀତ ଚଳଚ୍ଚିତ୍ର ଡାର୍ଲିଙ୍ଗ୍ସର ପ୍ରଥମ ଗୀତ ରିଲିଜ୍‌ ହୋଇଛି । ଆଲିଆ ଏବଂ ବିଜୟଙ୍କ ରୋମାନ୍ସ ଫିଲ୍ମ ପାଇଁ ଦର୍ଶକଙ୍କ ଆଗ୍ରହକୁ ଦ୍ୱିଗୁଣିତ କରିପାରେ । ଏକ ଗୀତ ଏପର୍ଯ୍ୟନ୍ତ ୟୁଟ୍ୟୁବରେ ୩ ମିଲିୟନରୁ ଅଧିକ ଭ୍ୟୁ ପାଇଛି । ଏହି ଚଳଚ୍ଚ଼ିତ୍ରରେ ଘରୋଇ ହିଂସାର ଶିକାର ହୋଇଥିବା ଦୁଇଜଣ ମହିଳାଙ୍କୁ କମେଡି ବିଷୟବସ୍ତୁ ସହିତ ଉପସ୍ଥାପନା କରାଯାଇଛି ।