ନର୍ଭେରାମ ପାୱାର ଏଣ୍ଡ ଷ୍ଟିଲ ପ୍ରା:ଲି: କମ୍ପାନୀର ଗ୍ରାମସଭାକୁ ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ ପରେ ସ୍ଥଗିତ ରହିଲା ଗ୍ରାମସଭା
ନର୍ଭେରାମ ପାୱାର ଏଣ୍ଡ ଷ୍ଟିଲ ପ୍ରା:ଲି: କମ୍ପାନୀର ଗ୍ରାମସଭାକୁ ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ ପରେ ସ୍ଥଗିତ ରହିଲା ଗ୍ରାମସଭା । ୧୨୨ ଜଣ ମତଦାନ ରୁ ୭୨ ଜଣ ବିରୋଧ ୫୦ ଜଣ ସଫଳ ମତ ଦେଇଥିଲେ କିନ୍ତୁ ୫୦ ଜଣ ଭିତରୁ ୧୦ ଜଣ ଗ୍ରାମର ବାହାର ଲୋକ ଥିବା ରୁ ଆଉ କିଛି ଜଣ ୨ ଥର ଯାଇ ସଫଳ ମତଦାନ ଦେଇଛନ୍ତି।
ନର୍ଭେରାମ ପାୱାର ଏଣ୍ଡ ଷ୍ଟିଲ ପ୍ରା:ଲି: କମ୍ପାନୀର ଗ୍ରାମସଭାକୁ ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ ପରେ ସ୍ଥଗିତ ରହିଲା ଗ୍ରାମସଭା । କମ୍ପାନୀର ନୂତନ ପେଲେଟ୍ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ୨୭.୨୯ ଏକର ଜଙ୍ଗଲ ଜମିକୁ ଅଣ ଜଙ୍ଗଲରେ ରୂପେ ବ୍ୟବହାର ନିମନ୍ତେ ଆଜି ୨ୟ ଥର ପାଇଁ ଭଦ୍ରାସାହି ପଞ୍ଚାୟତ ଟଣ୍ଟୋ ଗ୍ରାମରେ ଗ୍ରାମସଭା ଆୟୋଜନ କରାଯାଇଥିଲା। ତେବେ ଏହି ଗ୍ରାମସଭାକୁ ସ୍ଥାନୀୟ ଲୋକେ ଘୋର ବିରୋଧ କରିବା ସହ ଏହା ଘଟଣା ପରେ ସକାଳ ୧୦ଟାରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ବନ ଅଧିକାରୀ, ବ୍ଲକ୍ ଅଧିକାରୀ ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଗ୍ରାମସଭାରେ ମାତ୍ର ୭୨ ଜଣ ବିରୋଧ କରିଥିଲେ ଗ୍ରାମବାସୀ ନିଜର ମତ ଉପସ୍ଥାପନ କରିଥିଲେ ତାହା ପୁଣି ସମ୍ପୂର୍ଣ୍ଣ ବିରୋଧରେ । ବାରମ୍ବାର ଅନୁରୋଧ ପରେବି ଆଉ ୫୦ଜଣ ଲୋକ ସପକ୍ଷରେ ହେଲେବି କେହି ମତାମତ ରଖିବାକୁ ଆସି ଥିଲେ । ନର୍ଭେରାମ କମ୍ପାନୀ ଦୀର୍ଘ ବର୍ଷ ଧରି ଖଣି କାର୍ଯ୍ୟ ଚଳାଇ ଆସୁଥିବା ବେଳେ, ନିଯୁକ୍ତି ଠାରୁ ଆରମ୍ଭ କରି ପ୍ରତ୍ୟେକ କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କୁ ଅଣଦେଖା କରିଆସୁଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ ।
ଗ୍ରାମବାସୀ