ଜେଲ ସମ୍ମୁଖରେ ଧାରଣା ରେ ବସିଲେ ସୁରେଶ ଚାଭାନକେ

କେନ୍ଦୁଝର: ଆଜି ସୁଦର୍ଶନ ଟିଭି ର head, ସୁଦର୍ଶନ ରାଷ୍ଟ୍ର ନିର୍ମାଣ ର ଅଧକ୍ଷ ତଥା ଚିଫ ଏଡିଟର କେନ୍ଦୁଝର ଜିଲ୍ଲା ଜେଲ ରେ ଥିବା ଦାରା ସିଂ ଙ୍କୁ ଦେଖା କରିବାକୁ ଆସିଥିଲେ ଓ ପୂର୍ବରୁ ଦେଖା କରିବାକୁ ଦରକାର କାଗଜ ମଧ୍ୟ କରିଥିଲେ କିନ୍ତୁ ଜେଲ ପରିସରରେ ତାଙ୍କୁ କିଛି କାରଣରୁ ଦେଖା କରିପାରିବେ ନାହିଁ ବୋଲି ଅନୁମତି ନ ଦେବାରୁ ସେ ଜେଲ ସମ୍ମୁଖରେ ଧାରଣାରେ ବସିଛନ୍ତି, ସ୍ଥାନୀୟ ସଦର ବିଧାୟକ ମଧ୍ୟ ଆସିଛନ୍ତି ଓ କିପରି ଦାରା ସିଂ ସହ ଦେଖା ହୋଇପାରିବ ଚେଷ୍ଟା ଜାରି ରଖିଛନ୍ତି l