ଜାମ୍ମୁ କାଶ୍ମୀରର ସୌନ୍ଦର୍ଯ୍ୟ ଏବଂ ଆତିଥେୟତା ସଂକ୍ରାନ୍ତରେ ନାଗରିକଙ୍କ ପ୍ରତିକ୍ରିୟାକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
ଶ୍ରୀ ରଣଜିତ କୁମାରଙ୍କ ଏକ ଟୁଇଟକୁ ଉଦ୍ଧୃତ କରି ୨୦୧୯ ରେ ଶ୍ରୀନଗର ଗସ୍ତର ଏକ ଚିତ୍ର ଟୁଇଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ।
ନାଗରିକଙ୍କ ଟୁଇଟର ଜବାବ ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଅତି ବଢିଆ । ମୁଁ ମଧ୍ୟ ୨୦୧୯ ରେ ଶ୍ରୀନଗର ଗସ୍ତର ଏକ ଚିତ୍ର ସେୟାର କରିବାକୁ ଉତ୍ସାହିତ ହୋଇଛି ।”