ନୂଆଦିଲ୍ଲୀ: ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳର ର ଶକ୍ତି ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀଙ୍କ ସମ୍ମିଳନୀ 14 ରୁ 15 ଅକ୍ଟୋବର, 2022 ରେ ରାଜସ୍ଥାନର ଉଦୟପୁର ଠାରେ ଅନୁଷ୍ଠିତ ହେଉଛି। ଉଦ୍ଘାଟନୀ ଅଧିବେଶନରେ ଶ୍ରୀ ଆର.କେ. ସିଂ, କେନ୍ଦ୍ର ଶକ୍ତି ଏବଂ ଅକ୍ଷୟ ମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଶ୍ରୀ କୃଷ୍ଣ ପାଲ ଗୁଜର, ଶକ୍ତି ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ର ମୁଖ୍ୟ ସଚିବଙ୍କ ସହ ଡେପୁଟି ସିଏମ୍ / ଶକ୍ତି / ଏନଆରଇ ମନ୍ତ୍ରୀମାନେ ମଧ୍ୟ ଯୋଗ ଦେଇଥିଲେ।
Next Post