ମାଲେସିଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ଦାତୋ’ ସେରି ଅନୱର ଇବ୍ରାହିମଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ By Shaksi News On Nov 26, 2022 0 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାଲେସିଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବା ଦାତୋ’ ସେରି ଅନୱର ଇବ୍ରାହିମଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆହୁରି ପଢ଼ନ୍ତୁ... ଭଉଣୀ କଙ୍କାଳ ଧରି ବ୍ୟାଙ୍କ… May 5, 2026 ମହାନ ବିପ୍ଳବୀ ଧରଣୀଧର ନାଏକ… May 5, 2026 ମୁନି ଗୋଟିକେ ମତ ଗୋଟିଏ May 5, 2026 ଯାଜପୁର ଖାଦ୍ୟ ବିଷାକ୍ତ ମାମଲା:… May 5, 2026 ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି; “ମାଲେସିଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବାରୁ ଅଭିନନ୍ଦନ ଦାତୋ’ ସେରି @anwaribrahim । ଭାରତ- ମାଲେସିଆ ବର୍ଦ୍ଧିତ ରଣନୈତିକ ଭାଗିଦାରୀକୁ ଆହୁରି ମଜବୁତ କରିବା ପାଇଁ ଏକାଠି କାମ କରିବାକୁ ଆଶାବାଦୀ ।” Continue Reading #National-InternationalPM Modishaksinews 0 Share