ଆମକୁ ସମ୍ବିଧାନ ପ୍ରଦାନ କରିଥିବା ମହାନ ବ୍ୟକ୍ତିତ୍ୱମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ: ପ୍ରଧାନମନ୍ତ୍ରୀ By Shaksi News Last updated Nov 28, 2022 0 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆମକୁ ସମ୍ବିଧାନ ପ୍ରଦାନ କରିଥିବା ମହାନ ବ୍ୟକ୍ତିତ୍ୱମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦେଶ ପାଇଁ ସେମାନେ ଦେଖିଥିବା ସ୍ୱପ୍ନ ପୂରଣ କରିବାକୁ ପ୍ରତିବଦ୍ଧତା ଦୋହରାଇଛନ୍ତି । ଆହୁରି ପଢ଼ନ୍ତୁ... କସ୍ତୁରବା ଗାନ୍ଧୀ ବାଳିକା… Aug 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫… Aug 4, 2026 ସ୍ୱାଧୀନତା ଦିବସ ପାଳନ ପାଇଁ… Aug 4, 2026 ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା… Aug 4, 2026 ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି; “ଆଜି, ସମ୍ବିଧାନ ଦିବସରେ ଆମକୁ ସମ୍ବିଧାନ ପ୍ରଦାନ କରିଥିବା ମହାନ ବ୍ୟକ୍ତିତ୍ୱମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛୁ ଓ ଦେଶ ପାଇଁ ସେମାନେ ଦେଖିଥିବା ସ୍ୱପ୍ନ ପୂରଣ କରିବାକୁ ନିଜ ପ୍ରତିବଦ୍ଧତା ଦୋହରାଉଛୁ ।” Continue Reading #National-International#shaksinewsPM Modi 0 Share