ଦୁଗ୍ଧ କ୍ଷେତ୍ରରେ କରାଯାଇଥିବା ପ୍ରଗତିକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ By Shaksi News On Dec 1, 2022 0 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଗ୍ଧ କ୍ଷେତ୍ରରେ ହୋଇଥିବା ପ୍ରଗତିକୁ ପ୍ରଶଂସା କରିଛନ୍ତି ଯେଉଁଠାରେ ୬୩ ବର୍ଷ ମଧ୍ୟରେ ୧୨୧ ମେଟ୍ରିକ ଟନ୍ ଦୁଗ୍ଧ ଉତ୍ପାଦନ ତୁଳନାରେ ମାତ୍ର ୮ ବର୍ଷରେ ୮୩ ମେଟ୍ରିକ ଟନ୍ ବୃଦ୍ଧି ପାଇଛି । ଆହୁରି ପଢ଼ନ୍ତୁ... କସ୍ତୁରବା ଗାନ୍ଧୀ ବାଳିକା… Aug 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫… Aug 4, 2026 ସ୍ୱାଧୀନତା ଦିବସ ପାଳନ ପାଇଁ… Aug 4, 2026 ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା… Aug 4, 2026 କେନ୍ଦ୍ର ମନ୍ତ୍ରୀ ଶ୍ରୀ ପରଶୋତ୍ତମ ରୁପାଲାଙ୍କ ଏକ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି: “ଏହା ବିଶେଷ ଆନନ୍ଦଦାୟକ ଅଟେ । ଆମର ନାରୀ ଶକ୍ତିକୁ ଆହୁରି ମଜବୁତ କରିବା ପାଇଁ ଦୁଗ୍ଧ କ୍ଷେତ୍ର ମଧ୍ୟ ଏକ ଭଲ ଉପାୟ । ଆଗାମୀ ଦିନରେ ଦୁଗ୍ଧ କ୍ଷେତ୍ର ଆହୁରି ବୃଦ୍ଧି ହେଉ ।” Continue Reading #National-International#shaksinewsPM Modi 0 Share