ଟି -୨୦ ବିଶ୍ୱକପ ଜିତିଥିବାରୁ ଭାରତୀୟ ଦୃଷ୍ଟିହୀନ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ By Shaksi News On Dec 19, 2022 0 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟି -୨୦ ବିଶ୍ୱକପ ଜିତିବା ପାଇଁ ଭାରତୀୟ ଦୃଷ୍ଟିହୀନ ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ଆହୁରି ପଢ଼ନ୍ତୁ... କସ୍ତୁରବା ଗାନ୍ଧୀ ବାଳିକା… Aug 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫… Aug 4, 2026 ସ୍ୱାଧୀନତା ଦିବସ ପାଳନ ପାଇଁ… Aug 4, 2026 ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା… Aug 4, 2026 ଭାରତୀୟ ଭିନ୍ନକ୍ଷମ କ୍ରିକେଟ୍ ପରିଷଦର ଏକ ଟୁଇଟକୁ ସେୟାର କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି; “ଆମର କ୍ରୀଡାବିତ୍ମାନଙ୍କ ପାଇଁ ଭାରତ ଗର୍ବିତ । ଖୁସି ଯେ ଆମେ ଦୃଷ୍ଟିହୀନଙ୍କ ପାଇଁ ଥିବା ଟି -୨୦ ବିଶ୍ୱକପ ଜିତିଛୁ । ଆମ ଦଳକୁ ଅଭିନନ୍ଦନ ଏବଂ ଭବିଷ୍ୟତର ଉଦ୍ୟମ ପାଇଁ ସେମାନଙ୍କୁ ଶୁଭେଚ୍ଛା ।” Continue Reading #National-International#shaksinews 0 Share