ବ୍ରିଜ ତଳକୁ ଖସିଲା ବସ: ୨ମୃତ ଘଟଣାସ୍ଥଳରେ ଯେଉଁ ମୃତ୍ୟୁ ହୋଇଛି ସେଥିରେ …. By Shaksi News Last updated Jan 23, 2023 0 ଢ଼େଙ୍କାନାଳ: ବସ ଦୁର୍ଘଟଣାରେ ଦୁଇ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଯେଉଁ ମୃତ୍ୟୁ ହୋଇଛି ସେଥିରେ ଦୁଇ ଜଣ ମହିଳା ଅଛନ୍ତି । ତେବେ ଏହି ବସଟି ବ୍ରିଜ ତଳକୁ ଖସି ପଡିବାରୁ ଏହି ଦୁର୍ଘଟଣା ଘଟିଛି । ବସଟି ଭାରସମ୍ୟ ହରାଇ ବ୍ରିଜ ତଳକୁ ଖସି ପଡିଥିବା ସୂଚନା ମିଳିଛି । ଆହୁରି ପଢ଼ନ୍ତୁ... “ଟାଇଗର ବ୍ରାଇଟ୍”… Sep 12, 2026 ସଂଶୋଧିତ ଏମ୍ଏମ୍ଡିଆର୍… Sep 12, 2026 ଅପେକ୍ଷା ରେ ‘ଆଶିକ୍ ଦିୱାନା’… Sep 12, 2026 ଗାଜର ଜୁସ୍ ପିଇଲେ ମିଳେ ଏହି ସବୁ… Sep 12, 2026 ମିଳିଥିବା ସୂଚନା ଅନୁସାରେ ବସରେ ମୋଟ ୪୦ ଜଣରୁ ଅଧିକ ଯାତ୍ରୀ ଥିଲେ । ଏହା ସହିତ ୧୫ ଜଣ ଯାତ୍ରୀଙ୍କର ଅବସ୍ଥା ଗରୁତପୁର୍ଣ୍ଣ ଥିବାରୁ ତାଙ୍କୁ କଟକ ବଡ ମେଡିକାଲ ପଠାଯାଇଛି । ଅନ୍ୟ ସମସ୍ତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ୫୫ନଂ ରାଜପଥ ସିମିନଈ ପଞ୍ଚୁବଟି ନିକଟରେ ଏହି ଘଟଣା ଘଟିଛି । ବସଟି ବଲାଙ୍ଗୀର ହରିଶଙ୍କରରୁ କେନ୍ଦ୍ରାପଡାର ଇଚ୍ଛାପୁରକୁ ଯାଉଥିଲା । Continue Reading #shaksinewsbus accsidentdhenkanal newsOdisha 0 Share