ତେଲିବନ୍ଧ ଉଚ୍ଚ ବିଦ୍ୟାଳୟ ରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ଜୟନ୍ତୀ ପାଳିତ l

ବୌଦ୍ଧ ଜ଼ିଲ୍ଲା ଅନ୍ତର୍ଗତ ତେଲିବନ୍ଧ ଉଚ୍ଚ ବିଦ୍ୟାଳ

ବୌଦ୍ଧ : ବୌଦ୍ଧ ଜ଼ିଲ୍ଲା ଅନ୍ତର୍ଗତ ତେଲିବନ୍ଧ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷୟିତ୍ରୀ ତରଙ୍ଗିଣୀ ବେହେରା ଙ୍କ ଅଧକ୍ଷତା ରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି l ଏହି ଅବସରରେ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଦ୍ୱାରା ଉଭୟ ଦୁଇ ମହାପୁରୁଷ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଳା ଅର୍ପଣ କରିଥିଲେ l ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଙ୍କ ବଳିଦାନ କୁ ମନେପକାଇ ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ଶିକ୍ଷକ ଶମ୍ଭୁ ଗିରି ଉଦବୋଧନ ଦେଇଥିଲେ l ସଂସ୍କୃତ ଶିକ୍ଷକ ଅଶୋକ ପ୍ରଧାନ ତାଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ l ଏହି ଅବସରରେ ରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଶିକ୍ଷାର୍ଥୀ ଉପସ୍ଥିତ ଥିଲେ l