ସିକନ୍ଦରାବାଦ ରେଳ ଷ୍ଟେସନର ପୁନଃବିକାଶ ଦ୍ୱାରା ଅସଂଖ୍ୟ ଲୋକ ଲାଭାନ୍ୱିତ ହେବେ: ପ୍ରଧାନମନ୍ତ୍ରୀ
ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ….
ପିଆଇବି, ଭୁବେନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମନ୍ତବ୍ୟ ଦେଇଛନ୍ତି ଯେ, ସିକନ୍ଦରାବାଦ ରେଳ ଷ୍ଟେସନର ପୁନଃବିକାଶ ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ ଯାହାଦ୍ୱାରା ଅସଂଖ୍ୟ ଲୋକ ଲାଭାନ୍ୱିତ ହେବେ ।
ସିକନ୍ଦରାବାଦ ରେଳ ଷ୍ଟେସନର ପୁନଃବିକାଶ କାମର ଶିଳାନ୍ୟାସ ସମ୍ପର୍କରେ ଡିଡି ନ୍ୟୁଜର ଏକ ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ ଯାହାଦ୍ୱାରା ଅସଂଖ୍ୟ ଲୋକ ଲାଭାନ୍ୱିତ ହେବେ ।”