ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;
“ଶ୍ରୀ କେଶବ ମହିନ୍ଦ୍ରା ଜୀଙ୍କ ବିୟୋଗରେ ମର୍ମାହତ । ବାଣିଜ୍ୟ ଜଗତକୁ ଅବଦାନ ତଥା ପରୋପକାର ଉଦ୍ୟମ ପାଇଁ ସେ ସ୍ମରଣୀୟ ହୋଇ ରହିବେ । ତାଙ୍କ ପରିବାର ଓ ବନ୍ଧୁବର୍ଗଙ୍କୁ ସମବେଦନା । ଓମ ଶାନ୍ତି: ପ୍ରଧାନମନ୍ତ୍ରୀ@narendramodi”
Anguished by the passing away of Shri Keshub Mahindra Ji. He will be remembered for his contribution to the world of business and his philanthropic efforts. Condolences to his family and friends. Om Shanti: PM @narendramodi
— PMO India (@PMOIndia) April 12, 2023