ମେ’ ୧୩ ତାରିଖରୁ ରାଜ୍ୟରେ ଅନୁଭୂତ ହେବ ଅସ୍ୱାଭାବିକ, ତାତିରେ ଜଳିବ ଓଡିଶା By Shaksi News On May 11, 2023 ଆହୁରି ପଢ଼ନ୍ତୁ... କୋଲେଷ୍ଟରଲ କମକରାଏ କାଜୁ Oct 29, 2026 ମା’ ବିଶେଇପାଟ ଯୁବକ ସଂଘ… Oct 29, 2026 ନିଖୋଜ କୁନି ମହାନ୍ତ ଙ୍କ କଙ୍କାଳ… Oct 29, 2026 ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ… Oct 29, 2026 ଭୁବନେଶ୍ୱର: ସାରା ଓଡିଶାରେ ବଢିବାକୁ ଯାଉଛି ସୂର୍ଯ୍ୟଦେବଙ୍କ କୋପ । ମେ’ ୧୩ ତାରିଖରୁ ରାଜ୍ୟରେ ଅନୁଭୂତ ହେବ ଅସ୍ୱାଭାବିକ ପାଣିପାଗ । ୧୩ ତାରିଖରୁ ଆରମ୍ଭ ହୋଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଏହି ପରିସ୍ଥିତି । ଆସନ୍ତା ୧୩ ତାରିଖ ପରେ ପୁଣି ଥରେ ରାଜ୍ୟରେ ତାତି ବଢିବା ନେଇ ସୂଚନା ମିଳିଛି । ଏ ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ତାତି ବଢିବା ଅନୁମାନ କରିବା ପରେ ସାରା ରାଜ୍ୟବାସୀ ଏବେ ଦ୍ୱିବିଧାରେ ପଡିଯାଇଛନ୍ତି । ଗୋଟିଏ ପଟେ ବାତ୍ୟାର ପ୍ରଭାବରେ ବର୍ଷା ହେବାର ଆଶଙ୍କା କରାଯାଉଥିବା ବେଳେ ଅନ୍ୟ ପକ୍ଷରେ ପାଣିପାଗ ବିଭାଗର ତାପମାତ୍ରା ବୃଦ୍ଧି ଚେତାବନୀ ସମସ୍ତଙ୍କୁ ଚିନ୍ତାରେ ପକାଇଛି । Continue Reading heat waveOdishaodisha wetherstatenewssummer Share