୨୦୨୩ ଏସିଆ କପ ପାଇଁ ଟିମ ଘୋଷଣା କଲା ଭାରତ By Shaksi News On Aug 21, 2023 0 ନୂଆଦିଲ୍ଲୀ : ଏସିଆ କପ୍ କ୍ରିକେଟ୍ ପାଇଁ ଭାରତୀୟ ଟିମ୍ ଘୋଷଣା କରାଯାଇଛି। ଆଜି ୧୭ ଜଣିଆ ଦଳ ଘୋଷଣା କରିଛି ଭାରତୀୟ କ୍ରିକେଟ୍ ବୋର୍ଡ। ରୋହିତ ଶର୍ମାଙ୍କ ନେତୃତ୍ୱରେ କପ୍ ଖେଳିବ ଦଳ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ-ଅଧିନାୟକ ଭାବେ ରଖାଯାଇଛି। Continue Reading #National-International#Shaksi News#sports 0 Share