ପୁଣି ବଢ଼ିଲା ଏଲପିଜି ଗ୍ୟାସ ଦର By Shaksi News On Oct 1, 2023 0 ପୁଣି ବଢ଼ିଲା କମର୍ସିଆଲ ଏଲପିଜି ଦର। ୧୯ କେଜି ସିଲିଣ୍ଡର ୨୦୯ ଟଙ୍କା ମହଙ୍ଗା ହୋଇଛି। ଆଜିଠାରୁ ନୂଆ ଦର ଲାଗୁ ହୋଇଛି । ନୂଆ ଦର ଲାଗୁ ହେବା ପରେ ଭୁବନେଶ୍ବରରେ କମର୍ସିଆଲ ଏଲପିଜି ଦର ୧୬ ଶହ ୭୪ ଟଙ୍କାରେ ପହଞ୍ଚିଛି । Continue Reading #National-International#Shaksi NewsGas price 0 Share