ଭାରତର ଦ୍ବିତୀୟ ବିଜୟ

ଦୁଇଟି ମ୍ୟାଚ ଖେଳି ଦୁଇଟି ମ୍ୟାଚରେ ମଧ୍ୟ ବିଜୟ ହୋଇଛି । ଏଭଳି ପରିସ୍ଥିତିରେ ଟିମ୍‌ ଇଣ୍ଡିଆର ପ୍ରଦର୍ଶନକୁ ନେଇ ମାଷ୍ଟର-ବ୍ଲାଷ୍ଟର ସଚିନ ତେନ୍ଦୁଲକର ବହୁତ ଖୁସି ଅଛନ୍ତି । ସେ ଭାରତୀୟ ଦଳର ପ୍ରଦର୍ଶନକୁ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ।

ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଟିମ୍‌ ଇଣ୍ଡିଆର ବଡ଼ ବିଜୟ ପରେ ସଚିନ୍‌ ତେନ୍ଦୁଲକର ଲେଖିଛନ୍ତି, ‘ବୁମରା ଏବଂ ରୋହିତ ଦୁଇଟି ଅତି ସୁନ୍ଦର ପ୍ରଦର୍ଶନ କରିଥିଲେ । ଉଭୟଙ୍କୁ ବୋଲିଂ ଏବଂ ବ୍ୟାଟିଂ ୟୁନିଟ୍‌ରୁ ମଧ୍ୟ ଭଲ ସମର୍ଥନ ମିଳିଥିଲା ।