ଜାତୀୟ ବିଜ୍ଞାନ ଦିବସରେ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ବିଜ୍ଞାନ ଦିବସ ଅବସରରେ ଶୁଭକାମନା ଜଣାଇଛନ୍ତି । ଶ୍ରୀ ମୋଦୀ ବୈଜ୍ଞାନିକ ସ୍ୱଭାବ, ନବସୃଜନ ଏବଂ ଟେକ୍ନୋଲୋଜି ଉପରେ ନିଜର ବିଚାରର ଏକ ଭିଡିଓ ସେୟାର କରିଛନ୍ତି ।
ଜାତୀୟ ବିଜ୍ଞାନ ଦିବସରେ ଶୁଭକାମନା । ଆମ ସରକାର ଯୁବବର୍ଗଙ୍କୁ ଗବେଷଣା ଏବଂ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଲାଗି ଲଗାତର କାମ କରୁଛି । ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ଲାଗି ଏହା ଗୁରୁତ୍ୱପୂର୍ଣ୍ଣ’ ।