ଶିଖ୍ ନୂଆବର୍ଷ ଅବସରରେ ପ୍ରଧାନମନ୍ରୀଙ୍କ ଶୁଭେଚ୍ଛା By Shaksi News Last updated Mar 15, 2024 0 ଶିଖ୍ ନୂଆବର୍ଷ ଅବସରରେ ପ୍ରଧାନମନ୍ରୀଙ୍କ ଶୁଭେଚ୍ଛା ଆଜି ଶିଖ୍ ନୂଆ ବର୍ଷ ଅବସରରେ ପ୍ରଧାନମନ୍ରୀ ଶ୍ରୀ ନରେନ୍ଦ୍ର ମୋଦି ନିଜର ଶୁଭେଚ୍ଛା ଜଣାଇଛନ୍ତି।“ଶିଖ୍ ନୂଆବର୍ଷ ଆରମ୍ଭ ଅବସରରେ ଶୁଭେଚ୍ଛା । ଓ୍ବାହେଗୁରୁଙ୍କ ଅସୀମ ଅନୁଗ୍ରହ ସମସ୍ତଙ୍କୁ ସୁସ୍ଥ ରଖôବା ସହ ସୁଖ ସମୃଦ୍ଧି ଆଣିଦେଉ। ଗୁରୁ ସାହେବଙ୍କ ବାଣୀ ଆମ ସମାଜକୁ ଆଲୋକିତ କରୁ।” Continue Reading Greetings of the Prime Minister on the occasion of Sikh New Year 0 Share