ଶ୍ରୀ ସୀତାରାମ ୟେଚୁରୀଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୂର୍ବତନ ସାଂସଦ ଶ୍ରୀ ସୀତାରାମ ୟେଚୁରୀଙ୍କ ପରଲୋକରେ  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି 

ଏକ୍ସରେ ଏକ ଭାବବିହ୍ୱଳ ବାର୍ତ୍ତା ପୋଷ୍ଟ କରି ଶ୍ରୀ ମୋଦୀ କହିଛନ୍ତି:

ଶ୍ରୀ ସୀତାମରା ୟେଚୁରୀଙ୍କ ପରଲୋକରେ ଗଭୀର ଦୁଃଖିତ  ବାମପନ୍ଥୀଙ୍କ ମଧ୍ୟରେ ସେ ଥିଲେ ଅଗ୍ରଣୀ ଆଲୋକ ସ୍ତମ୍ଭ ଏବଂ କ୍ଷମତାର ଅଳିନ୍ଦରେ ନିଜ ସମ୍ପର୍କ ପାଇଁ ବେଶ୍ ପରିଚିତ ଥିଲେ  ଜଣେ ସୁଦକ୍ଷ ସାଂସଦ ହିସାବରେ ସେ ତାଙ୍କ ଦକ୍ଷତା ପ୍ରତିପାଦିତ କରିଥିଲେ  ଏଭଳି ଦୁଃଖର ସମୟରେ ତାଙ୍କ ପରିବାର  ପ୍ରଶଂସକଙ୍କୁ ମୋର ସମବେଦନା  ଓମ୍ ଶାନ୍ତି