ଢେଙ୍କାନାଳ: ଅବକାରୀ ବିଭାଗ ପକ୍ଷରୁ ଖୋଲିଛି ଏକ ଅଜବ ବେଆଇନ ମଦ କାରବାର ।
କାମାକ୍ଷାନଗର ଜିଲ୍ଲାରେ ଚୋରାରେ ଏକ ମଦ ରାକେଟ ଚାଲିଥିଲା । ଏହି ର୍ୟାକେଟଟି କୌଣସି କାରଖାନା କି ଘରେ ଚାଲିନଥିଲା, ଏହା ପରିବର୍ତେ ଜମି ତଳେ କାମ ଚାଲୁଥିଲା । ଅବକାରୀ ବିଭାଗ ଓ ପୋଲିସ ମିଶି ଚଢ଼ାଉ କରିଥିଲେ ଯାହାକି ଥିଲା ଗୋଟେ ଜଙ୍ଗଲ ।
ଆଶ୍ଚର୍ଯ୍ୟ ଭାବେ ଏହି କାମକୁ ଜମି ତଳେ କାରବାର କରାଯାଉଥିଲା । ସେହି ବଦମାଶ ବ୍ୟକ୍ତି ମାନେ ପାଖ ପାଖି ୫୦ ଟି କୂଅ ଖୋଳି ନିଜ କାମ ଚଳାଉଥିଲେ । ଯେମିତି ଧରା ନ ପଡିବେ ବୋଲି ବଦମାଶ ମାନେ କୌଣସି ଘରେ ବା କାରଖାନାରେ କାମ କରୁନଥିଲେ ବରଂ ଜମି ତଳେ କୂଅ ଖୋଳି ସଂସ୍ଥା ଜାରି ରଖିଥିଲେ ।
ପୋଲିସ ଅନୁଯାୟୀ, ପୂବରୁ ସେମାନଙ୍କୁ ବନ୍ଦୀ କରାଯାଇଥିଲେ ମଧ୍ୟ ଖଲାସ ହେବାପରେ ଫୁଣି ସେମାନେ ନିଜ କାମ ଜାରିରଖିଥିଲେ ।