ଭୁବନେଶ୍ୱର: କୀଟ କ୍ୟାମ୍ପସରେ ଜଣେ ନେପାଳି ଛାତ୍ରୀଙ୍କ ଆତ୍ମହତ୍ୟା ପରେ କୀଟ ପ୍ରଶାସନ ଅନୁତାପ ପ୍ରକାଶ କରିଛି ନିଜ କ୍ୟାମ୍ପସ ରେ ଘଟିଥିବା ଅନିର୍ଦ୍ଧିଷ୍ଟ ଘଟଣା ପାଇଁ ।
ଏକ ଶୃଙ୍ଖଳାଗତ କାର୍ଯ୍ୟ ଗ୍ରହଣ କରିବା ନିମନ୍ତେ ପ୍ରଶାସନ ପଦକ୍ଷପ ନେଇଛି, ଯାହା ଦ୍ୱାରା ୨ ଜଣ ସୁରକ୍ଷା ଗାର୍ଡଙ୍କୁ ବର୍ଖାସ୍ତ କରାଯାଇଛି ।
ଘଟଣା ଉପରେ ଅନୁତାପ ପ୍ରକାଶ କରି, ପ୍ରଶାସନ ୨ ବରିଷ୍ଠ ଅଧିକାରୀ
ସହିତ ଜଣେ ବରିଷ୍ଠ ପ୍ରଶାସନିକଙ୍କୁ ସ୍ଥଗିତ ରଖାଯାଇଛି ।
ଅନୁସନ୍ଧାନ ସମାପ୍ତ ନହେବା ପର୍ଯ୍ୟନ୍ତ ସେମାନଙ୍କୁ ସ୍ଥଗିତ ରଖାଯିବାର ନିଁର୍ଧେସ ଆସିଛି ।
ଅନ୍ୟପଟେ ନେପାଳୀ ଛାତ୍ରଛାତ୍ରୀ ମାନଙ୍କୁ କ୍ୟାମ୍ପସକୁ ଫେରଇ ଅଣାଯାଇଛି । ୨ ଅଧିକାରୀ ନିଜର ଆଚରଣ ପାଇଁ କ୍ଷମା ମଧ୍ୟ ମାଗିଥିଲେ ।