ପରୀ ହତ୍ୟା ମାମଲାର ତଦନ୍ତ କରିବ SIT: ମୁଖ୍ୟମନ୍ତ୍ରୀ-shaksinews By Shaksi News Last updated Nov 27, 2020 0 ଭୁବନେଶ୍ୱର( ଏସ୍ ନ୍ୟୁଜ ): ନୟାଗଡ ପରୀ ହତ୍ୟା ମାମଲାର ତଦନ୍ତ କରିବ ଏସଆଇଟି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ନବୀନ ନିର୍ଦ୍ଦେଶ ଦେଇଛନ୍ତି । Continue Reading 0 Share