ଉପ-ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିବନି ବିଜୁ ଜନତା ଦଳ । ସେପ୍ଟେମ୍ବର ୯ ତାରିଖ ମଙ୍ଗଳବାର ଦିନ ମତଦାନ ଗ୍ରହଣ କରାଯିବ ।
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ଅନୁଷ୍ଠିତ ବୈଠକରେ ବହୁ ବରିଷ୍ଠ ସଭ୍ୟମାନେ ଯୋଗଦାନ କରିଥିଲେ ।
ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତି ସଂପର୍କରେ ଗଣମାଧ୍ୟମକୁ ଜଣାଇ ଦିଆଯାଇଛି ।