୪ ଦିନ ରିମାଣ୍ଡରେ ଆକାଶ ପାଠକ-shaksi news

ଭୁବନେଶ୍ୱର( ଏସ୍ ନ୍ୟୁଜ ): ପୁଣି ୪ ଦିନ ରିମାଣ୍ଡରେ ଆକାଶ ପାଠକଙ୍କୁ ନେଇଛନ୍ତି ଖାରବେଳ ନଗର ଥାନା ପୋଲିସ । ତେବେ ସ୍କାଏକିଙ୍ଗ କରିଥିବା ଅଭିଯୋଗକୁ ଭିତ୍ତିକରି ତଦନ୍ତ କରାଯିବ ବୋଲି ସୂଚନା ମିଳିଛି ।

ଆକାଶଙ୍କୁ ଜେରା ପାଇଁ କମିଶନରେଟ ପୋଲିସକୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଟିମରେ ଆଡିସନାଲ ଡିସିପି, ଏସିପି, ଆଇଆଇସି ପ୍ରମୁଖ ଅଫିସର ରହିଛନ୍ତି । ତେବେ ଆକାଶଙ୍କୁ ଅଜ୍ଞାତ ସ୍ଥାନରେ ରଖି ଜେରା କରାଯିବ ବୋଲି ସୂଚନା ମିଳିଛି ।