ଓଡ଼ିଶାର ଜଣେ ଆଗ ଧାଡ଼ିର ମା ଯିଏକି ସମାଜ ସେବାକୁ ବ୍ରତ ମାନି ନେଇଛନ୍ତି

ଓଡ଼ିଶାର ଜଣେ ଆଗ ଧାଡ଼ିର ମା ଯିଏକି ସମାଜ ସେବାକୁ ବ୍ରତ ମାନି ନେଇଛନ୍ତି । ଓଡ଼ିଶା ମାଟି ଏଭଳି ଜଣେ ମଣିଷକୁ ପାଇ ଧନ୍ୟ ମନେ କରୁଛି । ଯାହାଙ୍କର ନାଁ ହେଉଛି କଳ୍ପନା ମହାନ୍ତ ଆଧ୍ୟାତ୍ମିକକୁ ନିଜର ଗୁରୁ ଭାବରେ ଗ୍ରହଣ କରି ଲୋକଙ୍କ ସେବାରେ ସବୁବେଳେ ତତ୍ପର ଥାଆନ୍ତି । ଜଣେ ସୁ ଲେଖିକା ଓ ସମାଜ ସେବାକୁ ନିଜର ବ୍ରତ ଭାବେ ଗ୍ରହଣ କରି ଅନେକ ଅନୁଷ୍ଠାନରେ ସମ୍ମାନ ହୋଇପାରିଛନ୍ତି ଓ ଅନେକ ଉପାଧି ର ଅଧିକାରିଣୀ ଅଟନ୍ତି ଓ ଆମ ଓଡ଼ିଶା ଏପରି ଜଣେ କଳ୍ପନା ମହାନ୍ତଙ୍କ ପରି ମା ପାଇ ଧନ୍ୟମନେ କରୁଛି ।