ଭିଜିଲାନ୍ସ ଜାଲରେ ପୁଣି ଜଣେ ଅଫିସର By Shaksi News Last updated Jan 29, 2021 0 ସୁନ୍ଦରଗଡ,(ଏସ୍ ନ୍ୟୁଜ): ଭିଜିଲାନ୍ସ ଜାଲରେ ଫସିଲେ ସୁନ୍ଦରଗଡ ଜିଲ୍ଲା ହେମଗିରି ସିଏଚସିର ମେଡିକାଲ ଅଫିସର ଶ୍ରଦ୍ଧାକର ଗରଡିଆ । ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ଛୁଟି ମଞ୍ଜୁର ପାଇଁ ୫ ହଜାର ଟଙ୍କା ଲାଞ୍ଜ ନେଉଥିବା ବେଳେ ବାନ୍ଧିନେଇଛି ଭିଜିଲାନ୍ସ । ଆହୁରି ପଢ଼ନ୍ତୁ... ନଗର ଉନ୍ନୟନ ଓ ଗମନାଗମନ ବ୍ୟବସ୍ଥାର… Aug 19, 2026 ଶ୍ରୀଲଙ୍କାକୁ ୧୬୫ ରନ୍ରେ ପରାସ୍ତ… Aug 19, 2026 ଘରୋଇ ହିଂସା ଏବଂ ଯୌତୁକ ନିରୋଧ ଆଇନ… Aug 19, 2026 ଅବକାରୀ ବିଭାଗ କନ୍ଷ୍ଟେବଳଙ୍କ ୪୦… Aug 19, 2026 Continue Reading 0 Share