ଆଜିଠୁ କଲେଜ ବନ୍ଦ ରାଜ୍ୟରେ ଆସନ୍ତାକାଲିଠୁ ମେ ୨ ପର୍ଯ୍ୟନ୍ତ କଲେଜ… By Shaksi News Last updated Apr 27, 2022 0 ଭୁବନେଶ୍ୱର : ରାଜ୍ୟରେ ଆସନ୍ତାକାଲିଠୁ ମେ ୨ ପର୍ଯ୍ୟନ୍ତ କଲେଜ ଓ ୟୁନିଭର୍ସିଟି କ୍ଲାସ ବନ୍ଦ ରହିବ । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । Continue Reading #Shaksi NewsCollege closed todayodisha news 0 Share